accessibilty toolbox
color contrast
text size
highlighting more content
zoom in

ଋଣ ସ୍କାମ /ଠକେଇ ସାଧାରଣତଃ କୌଣସି ଡିଜିଟାଲ୍ ବ୍ୟବହାରକାରୀଙ୍କୁ କୌଣସି ଡିଜିଟାଲ୍‌ ଟେକ୍ନୋଲୋଜୀର ବ୍ୟବହାର କରି ପଇଠ କରାଯାଉଥିବା ସୁଧ ହାରକୁ ଲୁଚାଇ କିମ୍ବା ବ୍ୟବହାରକାରୀଙ୍କର ସମ୍ବେଦନଶୀଳ ଆର୍ଥିକ ତଥ୍ୟ ଚୋରି କରି ଋଣ ପ୍ରଦାନ କାର୍ଯ୍ୟକୁ ସଂଦର୍ଭିତ କରେ।

ଏଥିରେ ନକଲି ୱେବସାଇଟ୍ କିମ୍ବା ସୋଶିଆଲ୍ ମିଡିଆ ପ୍ରୋଫାଇଲ୍ ବ୍ୟବହାର କରି ଲୋକଙ୍କୁ ଠକିବା ପାଇଁ କିମ୍ବା ବ୍ୟକ୍ତିଗତ ସୂଚନା ଚୋରି କରିବା ପାଇଁ ମାଲୱେର୍ ବ୍ୟବହାର ଅନ୍ତର୍ଭୂକ୍ତ କରାଯାଇପାରେ ଯାହା ଅନ୍ୟର ନାମରେ ଋଣ ପାଇଁ ଆବେଦନ କରାଯାଇପାରିବ।