accessibilty toolbox
color contrast
text size
highlighting more content
zoom in

ବର୍ତ୍ତମାନ ସମୟରେ, ବିଭିନ୍ନ ଅନଲାଇନ୍ ଠକେଇ ସହିତ ସମ୍ୱନ୍ଧିତ ସାଇବର ଅପରାଧଗୁଡ଼ିକରେ ହଠାତ୍ ବୃଦ୍ଧି ଦେଖାଦେଇଛି ଏବଂ ସେଥିମଧ୍ୟରୁ ଗୋଟିଏ ହେଉଛି ଜାଲି/ଠକ ଚାକିରି ଅଫର୍।

ଅଧିକାଂଶ ଚାକିରୀ ଖୋଜୁଥିବା ବ୍ୟକ୍ତି ଅତି ସହଜରେ ଏପରି ଠକମାନଙ୍କ ଶିକାରର ଶିକାର ହୁଅନ୍ତି ଏବଂ ସେହି ନକଲି ଚାକିରିରେ ନିଯୁକ୍ତି ପାଇବାର ଚେଷ୍ଟାରେ ସେମାନେ ଆର୍ଥିକ କ୍ଷତିର ଶିକାର ମଧ୍ୟ ହୋଇଥାନ୍ତି।

ନିମ୍ନକ୍ତ ହେଉଛି ଠକ ଚାକିରି ପୀଡ଼ିତଙ୍କ ସମ୍ଭାବ୍ୟ ତାଲିକା:

  1. ଫ୍ରେସ୍‌ ଜବ୍‌ ଖୋଜୁଥିବା ସ୍ନାତକ ଛାତ୍ରଛାତ୍ରୀମାନେ।
  2. ପ୍ରଫେସନାଲ୍ ଯେଉଁମାନେ ଅପସ୍କିଲିଂ /ବହୁତ ଭଲ ପ୍ୟାକେଜ୍ ପାଇଁ ନିଜର ଚାକିରି ବଦଳାଇବାକୁ ଚାହୁଁଛନ୍ତି।
  3. ଯେଉଁ ଲୋକମାନଙ୍କୁ ବିଦେଶୀ (ଆଇ.ଟି.ସେକ୍ଟର)ରେ କାମ କରିବାକୁ ଇଚ୍ଛା ଥାଏ।
  4. ମିଡିଲ୍‌ ଇଷ୍ଟରେ କିଛି ଅସଂଗଠିତ କ୍ଷେତ୍ର ଯେପରିକି ଇଲେକ୍ଟ୍ରିସିଆନ୍‌, ନର୍ସ, ପ୍ଲମ୍ବର, ମିସ୍ତ୍ରୀ ଇତ୍ୟାଦି ଚାକିରି ଖୋଜୁଥିବା ବ୍ୟକ୍ତିମାନେ।