accessibilty toolbox
color contrast
text size
highlighting more content
zoom in

ବେଟିଂ ହେଉଛି ଏକ ପ୍ରକାରର ସାଇବର୍‌ ଆଟାକ୍ ଯେଉଁଠାରେ ଠକମାନେ ପୀଡିତମାନଙ୍କୁ ଆକର୍ଷଣୀୟ ପ୍ରଲୋଭନ ଦେଖାଇବା ଦ୍ୱାରା ମାଲୱେର୍ ଡାଉନଲୋଡ୍ କରିବା ପାଇଁ ପ୍ରେରିତ କରିଥାଏ/ଠକିଥାଏ। ଏହି ବେଟ୍‌ ୟୁଏସ୍‌ବି, ପେନ୍‌ଡ୍ରାଇଭ୍‌, ସିଡି ଇତ୍ୟାଦି ପରି ଭୌତିକ ମିଡିଆ ହୋଇପାରେ, ଯାହା ମାଲୱେର ସହିତ ଅପବ୍ୟବହାର/ ସଂକ୍ରମିତ କିମ୍ବା ମାଗଣା ମୂଭି ଡାଉନଲୋଡ୍ ମାଧ୍ୟମରେ ହୋଇପାରେ ଯାହା ବାସ୍ତବରେ ଛଦ୍ମବେଶରେ ମାଲୱେର୍ ଅଟେ। ଅତିରିକ୍ତ ଭାବରେ, ଠକ ଜଣକ ଏହାକୁ ପ୍ରାମାଣିକ ଦେଖାଇବା ପାଇଁ ତିକ ମିଡିଆ ଉପକରଣଗୁଡ଼ିକୁ କିଛି ଲୋକପ୍ରିୟ କମ୍ପାନୀର ଲୋଗୋ ଇତ୍ୟାଦି ସହିତ ଲେବୁଲ୍ କରିପାରେ।

ଉଦାହରଣ:

 

  • ମାଗଣା ସଂକ୍ରମିତ ପେନ୍ ଡ୍ରାଇଭ୍, ମାଗଣା ଆଣ୍ଟିଭାଇରସ୍, ମାଗଣା ମୂଭି ଡାଉନଲୋଡ୍ ଇତ୍ୟାଦି ପାଇଁ ବଣ୍ଟନ କରିବା,
  • ସଂକ୍ରମିତ ଭୌତିକ ମିଡିଆ ଯେପରିକି ୟୁଏସ୍‌ବି, ପେନ୍ ଡ୍ରାଇଭ୍‌ ଇତ୍ୟାଦିକୁ ସାର୍ବଜନୀକ ସ୍ଥାନରେ ଛାଡିଦେବା।
  • ମୂଭି, ଗେମ୍ସ, ଆଣ୍ଟିଭାଇରସ୍ ଇତ୍ୟାଦିର ମାଗଣା ଡାଉନଲୋଡ୍‌ର ବିଜ୍ଞାପନ

Rate this translation